ନୂଆଦିଲ୍ଲୀ :23/03/26 ମଧ୍ୟ୍ୟପ୍ରାଚ୍ୟ ରେ ଭୟଙ୍କର ଯୁଦ୍ଧ ଭିତରେ ଭାରତକୁ ମିଳିଛି ଏକ ବଡ଼ ଆଶ୍ୱସ୍ଥି l ଇରାନ ଆମେରିକା ଇସ୍ରାଏଲ ମଧ୍ୟ୍ୟରେ ଯେଉଁ ଭଳି ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକେଲାଣି l ସାରା ବିଶ୍ୱରେ ଖାଦ୍ୟ, ଗମନାଗମନ, ବାଣିଜ୍ୟ, ସେୟାର ବଜାର ଏବଂ ଜନସାଧାରଣଙ୍କ ଉପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛନ୍ତି, ଏହାରି ଭିତରେ ସବୁଠାରୁ ତୈଳ ସଙ୍କଟର ଅଭାବ, କାରଣ ଯେଉଁ ଦେଶ ଗୁଡିକ ମାନେ… Continue reading ଆମେରିକାରୁ ଭାରତକୁ ଆସିଲା 16714 ଟନ୍ LPG Gas
ଆମେରିକାରୁ ଭାରତକୁ ଆସିଲା 16714 ଟନ୍ LPG Gas