ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ର ଦୂତୀୟ ସନ୍ଧ୍ୟା

2nd day of dharmagarh ghumura fest

ଦେଖଣା ହାରିଙ୍କ ମନ ମୋହିଳା ବଜାଶାଳ, ଘୁମୁରା ର ବୀର ବାଦ୍ୟ କଳାହାଣ୍ଡି, ୧୭/୧(ପ୍ୟାରିଲାଲ ଦୁର୍ଗା): ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାର ମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’ । ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥିମାନେ ବକ୍ତବ୍ୟ ରେ କହିଥିଲେ | ଦ୍ବିତୀୟ ସନ୍ଧ୍ୟାର ଗୁରୁତ୍ଵପୂର୍ଣ୍ଣ ସମାରୋହ ଭଣ୍ଡାରଘରଣୀ… Continue reading ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ର ଦୂତୀୟ ସନ୍ଧ୍ୟା

ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

ଗୋଲାମୁଣ୍ଡା,୨/୧/୨୫/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ୨୦୨୫ ଉତ୍ସବ ନିମନ୍ତେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା କୁ ନେଇ ଓ ସବୁଜ ସଙ୍କେତ ଦେଇ ପ୍ରଚାର ପ୍ରସାର ପାଇଁ ରଥ ଗଡୁଛି ।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ସବୁଜ ପତାକାରେ ସଙ୍କେତ ଦେଇ ଥିବା ବେଳେ ସଂଯୋଜକତଥା ବିଡ଼ିଓ ଶ୍ରୀ ଯୁକ୍ତ ଶ୍ରୀଧର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ପ୍ରମୁଖ ଓ ବହୁ… Continue reading ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

You cannot copy content of this page