ବାଳକାଟି: କେନ୍ଦ୍ର ସରକାରଙ୍କ ସ୍ଲୋଗାନ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ୟ୍ୟକ୍ରମରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି ପରିପ୍ରେକ୍ଷୀରେ ବାଲିଅନ୍ତା ପଞ୍ଚାୟତ ଅଟଳା କୋଟକଣା ସ୍ଥିତ ସଞ୍ଜିବନୀ ବୃଦ୍ଧାଶ୍ରମରେ ଯକ୍ଷ୍ମାରୋଗ ପର୍ୟ୍ୟବେକ୍ଷକ ବିଶ୍ୱଜିତ ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ କରାଯାଇଛି କ୍ଷ ଏଥିରେ ୩୦ ଜଣ ଅନ୍ତେବାସୀଙ୍କ ସହ ୩୨ ଜଣ କୋଟକଣା… Continue reading ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ
ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ
