ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ବାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀର ଗାୟତ୍ରୀ ଶକ୍ତିପୀଠର ସଂପାଦକ ଡା ସୁରେଶ କୁମାର ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଞ୍ଚର ସଂସ୍ଥାପକ ଓ… Continue reading ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଚାନ୍ଦବାଲି: ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲ୍ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ଏହିପରିପକ୍ଷେ ଆଜି ଚାନ୍ଦବାଲି ଏନଏସିର ବାଲିଗାଁ ଅଞ୍ଚଳରେ ମା’ କ୍ଷୀର ଶିଶୁପାଇଁ କେତେ ଆବଶ୍ଯକ ଅଟେ ସେବିଷୟରେ ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରର ଏନ୍ଏମ କର୍ମୀ ସୁଧାଶୁଂ ମଳିନି ବେହେରା ସମସ୍ତ ମା ମାନଙ୍କୁ ବୁଝାଇବାପରେପରେ ଏସଡିପିଓ ସବିତା ସେଠି ଉପସ୍ଥିତ ହୋଇ ବୁଝାଇଥିଲେ… Continue reading ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ରାଉରକେଲା: ହେଲଥଭିଲେ ପୂର୍ବ ଭାରତର ସର୍ବବୃହତ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭୁବନେଶ୍ୱର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ, ରାଉରକେଲା ଏବଂ ରାଉରକେଲାର ଗାୟତ୍ରୀ ପରିବାର ସହିତ ଏକ ମିଳିତ ସହଯୋଗରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ମାଗଣା ମେଗା ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ହେଲଥଭିଲେର ସଦସ୍ୟ ମାନେ ଯୋଗ ଅଧିବେଶନ | ବିପି ଏବଂ ଡାଇବେଟିସ୍ ଇତ୍ୟାଦି ପରି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ… Continue reading ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

ବାଳକାଟି: ପ୍ରତ୍ଯେକ ବର୍ଷପରି ଠିକ୍ ଫେବୃୟାରୀ ୧୦ତାରିଖକୁ ଜାତୀୟ କୃମିନାଶକ ଦୀବସ ରୂପେ ପାଳନ କରାଯାଇଆସୁଅଛି | ପ୍ରଥମେ +୩ ମହାବିଦ୍ଯାଳୟରେ ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇ ଉଭୟ ଛାତ୍ରଛାତ୍ରୀମାନଙ୍କର ବୟସଅନୁଯାୟୀ କୃମିନାଶକ ଔଷଧ ଏବଂ ସିରାଫ ସେବନ କରିବାପାଇଁ ଦିଆଯାଇଥିଲା | ଏହିପରି ଭାବେ ସମୁଦାୟ ୧୩୩ଜଣଙ୍କୁ ଔଷଧ ସେବନ କରିବାପାଇଁ ଦିଆଯାଇଥିଲା |ପରେପରେ କେତେକ ସରକାରୀ,ବେସରକାରୀ ବିଦ୍ଯାଳୟ, ମହାବିଦ୍ଯାଳୟ, ଅନ୍ଯ ସ୍ଥାନରୁ ଆସିଏଠାରେ… Continue reading ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

You cannot copy content of this page