ଦର୍ପଣ ସୋନ୍ଦର୍ଯ୍ୟ କୁ ଦେଖିବା ପାଇଁ ଯେମିତି ନିତିଦିନ ଦରକାର୍ ପଡେ…ଠିକ୍ ସେମିତି ସୌନ୍ଦର୍ଯ୍ୟକୁ ଖରାପ କରିବା ପାଇଁ ଭୟଙ୍କର ରୂପ ନେଇ ତାଣ୍ଡବ କରିଥାଏ ଦୁନିଆରେ…ଠିକ୍ ସେମିତି କିଛି ରହସ୍ୟମୟ କାହାଣୀ କୁ ବଡ଼ ପରଦାକୁ ନେଇକି ଆସୁଛନ୍ତି ଦର୍ପଣ ସିନେମାର ନାୟକ ତଥା ନିର୍ଦ୍ଦେଶକ ଭାରତ ପୁଷ୍ପରାଗ। ଭାରତ ଆଗରୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ୍ ସାରା ମ୍ୟୁସିକ୍ ଭିଡିଓ ରେ ନିଜେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଏବଂ ପ୍ରଥମ ଥର ସାୟନ୍… Continue reading ବଡ ପରଦାକୁ ଆସିବାକୁ ଯାଉଚି ଓଡ଼ିଆ ହରର୍ ଥ୍ରିଲର୍ ସିନେମା “ଦର୍ପଣ”
ବଡ ପରଦାକୁ ଆସିବାକୁ ଯାଉଚି ଓଡ଼ିଆ ହରର୍ ଥ୍ରିଲର୍ ସିନେମା “ଦର୍ପଣ”
