ଶିଶୁ ପ୍ରତିଭା ଅଭିଷ୍କା ଷଣ୍ଢଙ୍କୁ ସମ୍ବର୍ଦ୍ଧନା

ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜର ସ୍ଥାନ ପାଇଥିବାରୁ କୁନି ଝିଅ ଅଭିଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କୋମଳ ବୟସରେ ବହୁ ଜ୍ଞାନ ଆହରଣ କରିପାରିଥିବାରୁ ତାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ମିଳିପାରିଛି। ତେଣୁ ଅଭିଷ୍କାଙ୍କୁ ନିଜ ଅଂଚଳ ତଥା ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଅଭିଷ୍କାଙ୍କ ନିଜ ଗ୍ରାମରେ… Continue reading ଶିଶୁ ପ୍ରତିଭା ଅଭିଷ୍କା ଷଣ୍ଢଙ୍କୁ ସମ୍ବର୍ଦ୍ଧନା

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଅଭିଷ୍କା

ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଶ ଗ୍ରାମର ଅବିନାଶ ଷଣ୍ଢ ଓ ଜୟଶ୍ରୀ ସଂଗୀତା ବଳଙ୍କ ଝିଅ ଅଭିଷ୍କା ଷଣ୍ଢ । ଅଭିଷ୍କାଙ୍କ ବୟସ ମାତ୍ର ୪ବର୍ଷ ହୋଇଥିବାବେଳେ ଏଭଳି ରେକର୍ଡ କରିବା ଅଂଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ନିଜ ଗ୍ରାମର ଗର୍ବ ଓ ଗୌରବ ସାଜିଛନ୍ତି। ଏବେ ସେ ଯାଜପୁର ଜିଲ୍ଲା ନୃତ୍ୟାୟାନ ପବ୍ଲିକ୍ ସ୍କୁଲର ଛାତ୍ରୀ ଅଟନ୍ତି।

You cannot copy content of this page