ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା 5ଟି ମହାସାଗର ନାମ, ଓଡିଶାର 30 ଟି ଜିଲ୍ଲା,ଭାରତର 9 ଟି ପଡୋଶୀ ଦେଶ, 7ଟି ମନ୍ତ୍ର, 25 ଟି ବେବି ଆନିମଲର ନାମ, 8 ଟି ଗ୍ରହର ନାମ,… Continue reading ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ
ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ
