୪ ଆତଙ୍କୀଙ୍କ ଫଟୋ ଜାରି କଲା ସୁରକ୍ଷା ଏଜେନ୍ସି

ପହଲଗାମ: ଜାରୀ ହେଲା ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ସହ ପ୍ରକୃତ ଫଟୋ । ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି ୪ ଜଣ ଆତଙ୍କୀଙ୍କ ଫଟୋ। ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଆସିଫ୍ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା। ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବା (ଏଲଇଟି)ର ଏକ ଶାଖା –… Continue reading ୪ ଆତଙ୍କୀଙ୍କ ଫଟୋ ଜାରି କଲା ସୁରକ୍ଷା ଏଜେନ୍ସି

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ… Continue reading ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, 14/02: ଜାମୁକାଶ୍ମୀର ର ପୁଲୱାମା ଠାରେ ଛବର୍ଷ ପୂର୍ବେ 2019 ମସିହା ରେ ଆତଙ୍କବାଦୀ ଆକ୍ରମଣରେ 40ଜଣ ବୀର ଯବାନ ଶହୀଦ ହେଇଥିଲେ l ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ମହିମା ସେବା ଫାଉଣ୍ଡେସନ ଓ ସବୁଜଭାରତ ସଂଗଠନର ମିଳିତ ପ୍ରୟାସରେ ଶହୀଦ ମାନଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଓ ବୀର ଯବାନଙ୍କ ଭୂମିକା ସମ୍ପର୍କ ରେ ସ୍ମୃତିଚାରଣ କରାଯାଇଥିଲା l ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପ୍ରାଣ ବ୍ରଜବନ୍ଧୁ ପରିଡା, ସମାଜସେବୀ… Continue reading ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

makar festival observed in india

ଆମେ ଓଡ଼ିଆ ଭାରି ବଢ଼ିଆ l ସୌନ୍ଦର୍ଯ୍ୟମୟୀ, ବୈଭବମୟୀ, ସଂସ୍କୃତିମୟୀ ଭାରତବର୍ଷ ସବୁଠାରୁ ଗରୀୟାନ୍ ଓ ମହୀୟାନ୍ ।ଆମେ ଭାରତବାସୀ ଭାଗ୍ୟବାନ । ବାରମାସରେ ତେର ପର୍ବ ପାଳି ଆମର କଷ୍ଟକୁ ଲାଘବ କରିବା ସଙ୍ଗେସଙ୍ଗେ ଏକତାର ସ୍ଵର ପର୍ବପର୍ବାଣୀ ମାଧ୍ୟମରେ ଗାଇଥାଉ ଓ ଭାଇଚାରା ସଂପର୍କ ସୃଷ୍ଟି କରିଥାଉଁ । ଭାରତ ବର୍ଷରେ ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ | ଓଡ଼ିଶା ବାସୀ ତାଙ୍କର ପର୍ବପର୍ବାଣୀ ଓ ଆଧ୍ୟାତ୍ମିକତାରେ ସମଗ୍ର ବିଶ୍ଵରେ ପରାକାଷ୍ଠ ପ୍ରଦର୍ଶନ… Continue reading ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

koksara new BDO Join

କଳାହାଣ୍ଡି: (ରିପୋର୍ଟ ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକରେ ଗୁରୁବାର ନୂତନ ବିଡିଓ ଭାବେ ହିମାଞ୍ଚଳ ମାଝୀ ଯୋଗ ଦେଇଛନ୍ତି । ଏବଂ ଭାରପ୍ରାପ୍ତ ବିଡ଼ିଓ ବିଶ୍ବନାଥ ରାଉତଙ୍କଠାରୁ ସେ’ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଡିଓ ଶ୍ରୀମାଝୀ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ କାର୍ଯ୍ୟରତ ରହିଥିଲେ । ସେ’ କାର୍ଯ୍ୟରେ ଯୋଗଦେବା ପରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବରିଷ୍ଠ କିରାଣୀ ବିନୋଦ ନାଏକ, ହିସାବ ରକ୍ଷକ ଅଶୋକ ସେଠି,… Continue reading କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

New Delhi: ବଜାର ଦରଠାର ୁ କମ୍ ଦାମ୍‌ରେ ଦେଶବାସୀଙ୍କୁ ଅଟା ଏବଂ ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଦରଦାମ୍ ବୃଦ୍ଧି ଏବଂ ଧାନ ଓ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅନ୍ତର୍ଗତ ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଭାରତ ଅଟା କିଲୋଗ୍ରାମ୍ ପିଛା ୩୦… Continue reading ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ରହିବ I ଏଥିପାଇଁ ରାତି ପରି ହେବାର ଭ୍ରମ ସୃଷ୍ଟି ହେବା ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ୟ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ୟ୍ୟନ୍ତ ଏପରି ବିରଳ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ… Continue reading ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

You cannot copy content of this page