ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

Pakistan's air strike on Afghanistan

ଇସଲାମାବାଦ: ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଛି ପଡୋଶୀପାକିସ୍ତାନ। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଛି। ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଧ୍ୱଂସ କରି ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ୨୪ଡିସେମ୍ବର ରାତିରେ ମହିଳା ଏବଂ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ… Continue reading ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

You cannot copy content of this page