ଖୁବ୍ ଶୀଘ୍ର ବଜାରକୁ ଆସିବ ଜିଓ ସାଇକେଲ୍‌

Jio Cycle will be launched soon

ଜିଓ ଆଣିବାକୁ ଯାଉଛି ଇଲେକ୍ଟ୍ରିକ୍ ସାଇକେଲ , ଦେଶରେ ଗଡ଼ିବ ଜିଓ ସାଇକେଲ୍‌ ଜିଓ ଇଲେକ୍ଟ୍ରିକ୍ ସାଇକେଲ ଖୁବ୍ ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି। କଣ ରହିଛି ଏହି ଜିଓ ବ୍ୟାଟେରୀ ସାଇକେଲ୍ ଜାଣନ୍ତୁ। କଣ ରହିଛି ଏହାର ସ୍ୱତନ୍ତ୍ରତା, କେମିତି କରିବେ ଏହାର ବ୍ୟବହାର ଓ କେତେ ମୂଲ୍ୟରେ ମିଳିବ ଏହି ଜିଓ ଇ ସାଇକେଲ। ଜାଣିନିଅନ୍ତୁ। ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ବିପ୍ଳବ ଆଣିଥିବା ଜିଓ ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି।… Continue reading ଖୁବ୍ ଶୀଘ୍ର ବଜାରକୁ ଆସିବ ଜିଓ ସାଇକେଲ୍‌

You cannot copy content of this page