କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ… Continue reading କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ,୨0।୧୨: ଧର୍ମଗଡ ବ୍ଲକ କାର୍ଯ୍ୟଳୟ ଠାରେ ଗୁରୁବାର ଦିନ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଧର୍ମଗଡ ବ୍ଳକ ଉନ୍ନୟନ ଅଧିକାରୀ ଶରତ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିପିଓ ଦେବୀ ପ୍ରସାଦ ମେହେର,ପୂର୍ବତନ ଜିପିଓ କେଦାର ନାଥ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ, ହରିଟିକଲଚର ଅଧିକାରିଣୀ ଶ୍ରୀମତୀ ପ୍ରତିଭା ନାଏକ , ବିଏସଏସଓ ଦମୟନ୍ତୀ ନାଏକ, ଡବ୍ଲୁଇଓ ଶିବାନୀ ନାଏକ, ଧର୍ମଗଡ… Continue reading ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାରର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2025 ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ 15 ରୁ 17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବକମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ… Continue reading କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

You cannot copy content of this page