ବଲାଙ୍ଗୀର: ବଲାଙ୍ଗିର ଗତ ୨୨ତାରିଖ ଦିନ କାଶ୍ମୀରର ପହଲଗାମ୍ ଠାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ସହ ଜଡ଼ିତ ଟି ଆର୍ ଏଫ୍ ଆତଙ୍କବାଦୀ ଦ୍ଵାରା ହୋଇଥିବା ବର୍ବର ଗଣହତ୍ୟାର ପ୍ରତିବାଦରେ ବଲାଂଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ଏକ ପ୍ରତିବାଦ ସଭା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିବାଦ ସଭାରେ ସମାଜ ର ସଭାପତି ରୋହିତ କୁମାର ସେଠୀ ଉକ୍ତ ଘୃଣ୍ୟ ଘଟଣାର ଦୃଢ଼ ନିନ୍ଦା କରିବା ସଙ୍ଗେ… Continue reading କୈବର୍ତ୍ତ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
କୈବର୍ତ୍ତ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
