ଭୁବନେଶ୍ୱର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ପୁଣି ଘଟିଛି ଜଣେ ଯୁବତୀଙ୍କ ମୃତ୍ୟୁ । ଭୁବନେଶ୍ୱର ଜାଗମରାରେ ଥିବା ଏକ ଓୟୋ ହୋଟେଲରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ନୟାଗଡ଼ ଜିଲ୍ଲାର ସୋନାଲି ମହାପାତ୍ର । ସେ ଏକ ବ୍ୟାଙ୍କରେ କାମ କରୁଥିବା ଜଣାପଡିଥିବା ବେଳେ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ରୁମରେ ଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ। ପୁରୁଷ ବନ୍ଧୁଙ୍କୁ ଅଟକ ରଖି… Continue reading ଭୁବନେଶ୍ୱର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

୪ ତାରିଖରୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଏକାଠି ହେବେ ବହୁ ସାଧୁସନ୍ଥ। ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ଜମିବ ଯାତ୍ରା ପେଣ୍ଡାଲ, ଦୁଲୁକିବ ମଂଚ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ରାଜ୍ୟର ସର୍ବପୂରାତନ ଐତିହ୍ୟରାଜିରେ ପରିପୂର୍ଣ୍ଣ ପ୍ରସିଦ୍ଧ ଖଣ୍ଡଗିରିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କୁମ୍ଭମେଳା। ଏଠାକୁ ଛୁଟି ଆସିବେ ବହୁ ସାଧୁସନ୍ଥ ଆଉ ଲୋକମାନଙ୍କୁ ଦେବେ ଧାର୍ମିକ ବାର୍ତା। ସୃଷ୍ଟିହେବ ଆଧ୍ୟାତ୍ମିକ ବାତାବରଣ।… Continue reading ୪ ତାରିଖରୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

You cannot copy content of this page