ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଆଜି ପୁଣି ଥରେ କିଟ୍ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ନିନ୍ଦନୀୟ ଏବଂ ଅମାନବୀୟ ଘଟଣା ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଛି । କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅମାନବୀୟ ଘଟଣାକୁ ବିରୋଧ କରି ଆଜି ଏବିଭିପିର କାର୍ଯ୍ୟକର୍ତ୍ତାମାନେ ବିଧାନ ସଭା ଘେରାଉ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ବବିଦ୍ୟାଳୟ ରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଯେପରି ଭାବରେ ଧମକ ଦିଆଯାଇଥିଲା ଏବଂ… Continue reading ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି
ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି
