ଭୁବେନଶ୍ୱର/କଟକ: ଦେଶର ଅଗ୍ରଣୀ ସ୍ପୋଟର୍ସ ଓ ଆଥିଲିଜର ଫୁଟଓୟାର ବ୍ରାଣ୍ଡ କ୍ୟାମ୍ପସ ଆକ୍ଟିଭ ଓୟାର ପକ୍ଷରୁ ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ ଅଭିନେତ୍ରୀ କ୍ରୀତି ସାନନଙ୍କୁ କମ୍ପାନିର ମହିଳା ବର୍ଗର ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି। ଏହି ସହଯୋଗିତା କେବଳ ଏକ ବ୍ରାଣ୍ଡ ଓ ସେଲିବ୍ରିଟି ଭିତରେ ସହଯୋଗିତା ନୁହେଁ, ଏହା ହେଉଛି ଭାରତରେ ମହିଳା ଫୁଟଓୟାର ବର୍ଗର ଭବିଷ୍ୟତ ଗଠନ କରିବା ପାଇଁ କ୍ୟାମ୍ପସର ରହିଥିବା ଲକ୍ଷ୍ୟର ପ୍ରତିଫଳନ। କ୍ରୀତି ସେନନ… Continue reading କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସାନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା
କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସାନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା
