ବୋଧଖଣ୍ଡି ଗ୍ରାମରେ ନିଆରା ଗଜଲକ୍ଷ୍ମୀ ପୂଜା

ବାଳକାଟି: ପୂରଣପ୍ରଧାନ ପଞ୍ଚାୟତ ଶିଶିଲୋ ବୋଧଖଣ୍ଡି ଗ୍ରାମରେ ନିଆରା ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଏହି ପୂଜା ଧୁମଧାମରେ ପାଳିତ ହୋଇଯାଇଛି l ଗ୍ରାମ୍ୟକମିଟି, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ କରାଯାଇଥିଲା l ଏଥିରେ ପ୍ରଥମ ଦିନରେ ନିଶାନିବାରଣ ନିମନ୍ତେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯାଇଥିଲା l ପରେ ଓଡିଶାର ସୁନାମଧନ୍ୟ ଗାୟକଙ୍କ ଦ୍ୱାରା… Continue reading ବୋଧଖଣ୍ଡି ଗ୍ରାମରେ ନିଆରା ଗଜଲକ୍ଷ୍ମୀ ପୂଜା

ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା

ବାଲିଅନ୍ତା: ଏକାମ୍ର ନିର୍ବାଚନମଣ୍ଡଳୀ ଅଧୂନ ଵାସୁଆଘାଇ ପଞ୍ଚାୟତ ବାଙ୍କୁଆଳ ଗ୍ରାମରେ ୩୧ ତମ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ବାଙ୍କୁଆଳ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି। ସୁନ୍ଦର ସାଜସଜା ସାଙ୍ଗକୁ ଆଖୁ ଝଲସିବା ଭଳି ତୋରଣର ବଳୟ ଭିତରେ ପୂଜା ପାଉଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ। ଏହି ଉତ୍ସବ ଗତକାଲିଠାରୁ ଶ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ଵନୀରେ ମା’ଙ୍କ ପୂଜା ରୀତିନୀତି ବିଧ… Continue reading ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା

ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ମାଣିକାଗୋଡ଼ା: ଦଶହରାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବାବେଳେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳନ କରିଥାନ୍ତି ଖୋର୍ଦ୍ଧାଜିଲ୍ଲାର ମାଣିକାଗୋଡ଼ା ଗ୍ରାମବାସୀମାନେ। ଏହି ଗ୍ରାମରେ ଦଶହରାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଦଶହରା ପର୍ବ ଅବସରରେ ଏକ ବିଶେଷ ପରମ୍ପରା ଦେଖିବାକୁ ମିଳିଥାଏ ମାଣିକାଗୋଡ଼ା ଗ୍ରାମରେ। ଏହି ଗ୍ରାମରେ ଦଶହରାରେ ମା’ଙ୍କ ପୂଜାର୍ଚ୍ଚନାକୁ ଦୁଇ ସମ୍ପ୍ରଦାୟ ମୁସଲମାନ ଏବଂ ହିନ୍ଦୁ ମିଳିମିଶି ପାଳନ କରିଥାନ୍ତି। ଦଶହରା ଅବସରରେ ମା’ଙ୍କ ଅପରାଜିତା ହୋମ ଅନୁଷ୍ଠିତ… Continue reading ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

You cannot copy content of this page