ଚନ୍ଦକା ମହିମା ଆଶ୍ରମ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଫାଲଗୁନ ମାସ ଶୁକ୍ଳ ପାଞ୍ଚମୀ ତିଥିରେ ଚନ୍ଦକା ମହିମା ଆଶ୍ରମର ଷଷ୍ଠ ଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମଳୀନ ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟଙ୍କ ଆଦେଶ ଅନୁଯାଇ ବ୍ରାହ୍ମବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସଙ୍କ ତତ୍ତ୍ୱବଧାନ ତାରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଜଗତ ଭଗତ ଙ୍କ ମଙ୍ଗଳ କାମନା ନିମନ୍ତେ ସମୂହ ଶରଣ ପାର୍ଥନା କରିଥଲେ ଉକ୍ତ ସ୍ଥାନଟି ମହିମା ଅଲେଖ… Continue reading ଚନ୍ଦକା ମହିମା ଆଶ୍ରମ ର ବାର୍ଷିକ ଉତ୍ସବ

ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ମହୋସôବ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୯ ମାର୍ଚ୍ଚ ରିଖ ମଙ୍ଗଳବାର ଦିନ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଦ୍ଧ ବିହାର(ପାଦ ପଦ୍ମ ମୁଣ୍ଡିଆ) ଠାରେ ବାର୍ଷିକ ମହିମା ମହୋସôବ ପାଳିତ ହୋଇଯାଇଅଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାୟୀ ଏବଂ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତା ରେ ଅଖଣ୍ଡ ଘୃତବତୀ ପ୍ରଦୀପ ପ୍ରଜ୍ଜଳନ ଓ ବ୍ରହ୍ମଧ୍ୱନୀ ସ୍ଥାପନ କରାଯାଇଥିଲା ଏହି ମହୋସôବରେ ମହିମା ଧର୍ମ ସମାଜର ପର… Continue reading ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ମହୋସôବ

You cannot copy content of this page