ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

makar festival observed in india

ଆମେ ଓଡ଼ିଆ ଭାରି ବଢ଼ିଆ l ସୌନ୍ଦର୍ଯ୍ୟମୟୀ, ବୈଭବମୟୀ, ସଂସ୍କୃତିମୟୀ ଭାରତବର୍ଷ ସବୁଠାରୁ ଗରୀୟାନ୍ ଓ ମହୀୟାନ୍ ।ଆମେ ଭାରତବାସୀ ଭାଗ୍ୟବାନ । ବାରମାସରେ ତେର ପର୍ବ ପାଳି ଆମର କଷ୍ଟକୁ ଲାଘବ କରିବା ସଙ୍ଗେସଙ୍ଗେ ଏକତାର ସ୍ଵର ପର୍ବପର୍ବାଣୀ ମାଧ୍ୟମରେ ଗାଇଥାଉ ଓ ଭାଇଚାରା ସଂପର୍କ ସୃଷ୍ଟି କରିଥାଉଁ । ଭାରତ ବର୍ଷରେ ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ | ଓଡ଼ିଶା ବାସୀ ତାଙ୍କର ପର୍ବପର୍ବାଣୀ ଓ ଆଧ୍ୟାତ୍ମିକତାରେ ସମଗ୍ର ବିଶ୍ଵରେ ପରାକାଷ୍ଠ ପ୍ରଦର୍ଶନ… Continue reading ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

୩ ଦିନ ରହିବେ ଠାକୁର : ୪ ଦିନରେ ହରିହର ଭେଟ ଓ ଆତସବାଜୀ ପ୍ରଦର୍ଶନ ବାଳକାଟି,୨୨|୧୨: ଆସନ୍ତାବର୍ଷ ଠାରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵରଙ୍କ ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ ୫ ଦିନ ଧରି ଅନୁଷ୍ଠିତ ହେବ l ପ୍ରତିବର୍ଷ ଜମାଣ ପରେ ମେଳଣ ପଡିଆରେ ଠାକୁର ଗୋଟିଏ ଦିନ ରହିବା ପରେ ପରଦିନ ହରିହର ଭେଟ ହୋଇଥାଏ l ମାତ୍ର ଆସନ୍ତା ବର୍ଷଠାରୁ ଏହି ମେଳଣକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏବଂ… Continue reading ଆସନ୍ତାବର୍ଷ ଠାରୁ ୫ ଦିନ ହେବ ବାଳକାଟି ପଞ୍ଚୁ୍ଦୋଳ ମେଳଣ

You cannot copy content of this page