ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ ମାଧ୍ୟମରେ ସୁବିଧା, ଡିଜିଟାଲ ଭାରତ ନିଧିର ପ୍ରୋଜେକଟ ଗୁଣବତ୍ତା ପ୍ରମୁଖ ଉପରେ ବିସଦ ବିବରଣୀ ରଖିବା ସହ ସାଧାରଣ ଜନତାଙ୍କ ପାଖରେ ସେବା ଉକ୍ତ ସେବା କିପରି ଭଲ ଭାବେ ପହଂଚି ପାରିବ ତାହା… Continue reading ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ

You cannot copy content of this page