ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ଓଡ଼ିଶାର ୨୨ ପ୍ରେକ୍ଷାଳୟରେ ୫୦ରୁ ଅଧିକ ସୋ’ ଭୁବନେଶ୍ୱର: ବହୁ ବାଦବିବାଦ ପରେ ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ୭ତାରିଖ ଶୁକ୍ରବାର ଅପରାହ୍ନରେ ଏହାର ପ୍ରିମିୟର ସୋ ରାଜଧାନୀ ଭୁବନେଶ୍ୱରର ଶ୍ରୀୟା ସ୍ୱାତୀ ସ୍ତୁତି ସିନେକମ୍ପେ୍ଲକ୍ସରେ ପୂର୍ଣ୍ଣପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି।… Continue reading ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କରିଛି ‘ପରବ୍’

ସିନେମା ହଲରେ ପ୍ରଶଂସା ସାଉଣ୍ଟୁଛି ଫିଲ୍ମ ‘ପରବ’ ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍‌’ ଶୁକ୍ରବାର ମୁକ୍ତିଲାଭ କରିସାରିଛି।। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦ ଚଳଚ୍ଚିତ୍ର ଉପରେ ଆଧାର କରି ଚଳଚ୍ଚିତ୍ରଟି ପରଦାକୁ ଆସିଛି।। ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମାଣ କରାଯାଇଥିବାବେଳେ… Continue reading ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କରିଛି ‘ପରବ୍’

ସବୁ ରେକର୍ଡ ଭାଙ୍ଗିଲା ‘ପୁଷ୍ପା ୨’

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ କମାଲ କରୁଛି।କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସହା ଦେଖିବାକୁ ମିଳିଛି। ପରଦାକୁ ଫିଲ୍ମ ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ ଯାହା ଆଶା ଥିଲା ତାହା ପରଦାକୁ ଆସିବା ପରେ ପୂରଣ କରିଛି ଫିଲ୍ମ । ଏହିପରି ଚଳଚ୍ଚିତ୍ରଟି ୪ ଦିନ ମଧ୍ୟରେ ସାରା ବିଶ୍ୱରେ ୮୦୦ କୋଟି ପାର୍ କରିଛି ଏବଂ ଖୁବଶୀଘ୍ର ୧୦୦୦… Continue reading ସବୁ ରେକର୍ଡ ଭାଙ୍ଗିଲା ‘ପୁଷ୍ପା ୨’

ଭିନ୍ନକ୍ଷମ ନାରୀ କାହାଣୀକୁ ନେଇ ନିର୍ମିତ “ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ୬୦ ଭିନ୍ନକ୍ଷମ

Bhubaneswar: ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ ର କାହାଣୀର ଆଜି ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା l ଏହି ଚଳଚ୍ଚିତ୍ର ର ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, ପ୍ରଯୋଜକ ପ୍ରବୀର ମହାପାତ୍ର, ଗୀତିକାର ତଥା ସଂଳାପକାର ମୋହିତ ଚକ୍ରବର୍ତ୍ତୀ, ଯୁଗଳ ଦେବତା,… Continue reading ଭିନ୍ନକ୍ଷମ ନାରୀ କାହାଣୀକୁ ନେଇ ନିର୍ମିତ “ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ୬୦ ଭିନ୍ନକ୍ଷମ

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। ହଠାତ୍‌ ସେ ଅସହଜ ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିବା ଜଣାପଡିଛି । ହେଲେ ପ୍ରକୃତରେ ଅମିତାଭ ବଚ୍ଚନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ି ନାହିଁ। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଗୋଟିଏ କ୍ଲଟ ହୋଇଛି। ଏହାର ଆଞ୍ଜିଓପ୍ଲାଷ୍ଟି କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ… Continue reading ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

You cannot copy content of this page