ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି ଭୁବନେଶ୍ୱରସ୍ଥିତ ପଟିଆ ସାଇମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏହି ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନ୍ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ଏହା ଏକ ଆଦିବାସୀ କାହାଣୀ ଉପରେ ଆଧାରିତ ହୋଇଥିବା ଏହାର ପୋଷ୍ଟରରୁ ଜଣାପଡିଯାଉଛି । ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନର ପ୍ରଥମ ଅବଦାନ ହୋଇଥିବାବେଳେ ଏଥିରେ ନିଦେ୍ର୍ଦଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ, ଏହାସହ ସଂଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ସୋମେଶ ଶତପଥୀ ଏବଂ ଷ୍ଟୋରୀ… Continue reading ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ… Continue reading ସଂଘର୍ଷର କାହାଣୀ ପରବ୍‌

ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଥମୁନି ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଭୁବନେଶ୍ୱର: ପୁଣି ଆଜି ଓଲିଉଡରେ କଳି। ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତେବେ ପୋଲିସ ଆଇଆଇସିଙ୍କ ସାମ୍ନାରେ ଉଭୟେ ମୁହାଁମୁହିଁ ହୋଇଥିବାବେଳେ ସ୍ଥିତିକୁ ଶାନ୍ତ କରିଛନ୍ତି ଆଇଆଇସି। ତେବେ ଏପରି ମୁହାଁମୁହିଁ ନିଜର ବ୍ୟକ୍ତିଗତ କାରଣରୁ ହୋଇଥିବାବେଳେ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ଟାଇଟେଲ୍‌କୁ ନେଇ ଆରମ୍ଭ ହୋଇଥିବା ଜଣାପଡିଛି।… Continue reading ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

new odia short film han mun released

Bhubaneswar: ମୋକିମ ଫାଉଣ୍ଡେସନ ଏବଂ ମେଟ୍ରୋ ଗ୍ରୁପ ସହଯୋଗୀତାରେ ଅରୋମୀରା ଦ୍ୱାରା ପ୍ରସ୍ତୁତ ତଥା ଦେବ ମେହେର ନିର୍ଦ୍ଦେଶିତ ହଁ, ମୁଁ… ନାମକ ଏକ ଭିନ୍ନ ସ୍ୱାଦର ଓଡ଼ିଆ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିଛି l ଅନେକ ଲୋକପ୍ରିୟ ଗୀତର ଗାୟିକା ସୁସ୍ମିତା ଦାସଙ୍କ କଣ୍ଠରେ ଗୀତଟି ଭାରି ମନଛୁଆଁ ହୋଇଛି l ସୁନ୍ଦର ଗୀତ ସାଙ୍ଗକୁ ଭିଡିଓଗ୍ରାଫି କାହାଣୀର ପରିକଳ୍ପନା ମଧ୍ୟ ନିଆରା l ଦେବ ମେହେର ଜଣେ ଉଚ୍ଚକୋଟୀର ଯୁବ ନିର୍ଦ୍ଦେଶକ l… Continue reading ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

ଆଓ ନେକ୍ସ୍ଟ ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ମାର୍ଚ୍ଚ ୧୫ ରେ ସାରା ଓଡିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଓ ନେକ୍ସ୍ଟ ର ପ୍ରତିଷ୍ଠାତା କୌଶିକ ଦାସ ଚଳଚ୍ଚିତ୍ର ର ଶୁଭମୁକ୍ତି ତାରିଖ ଘୋଷଣା କରିଥିଲେ lଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ… Continue reading ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

You cannot copy content of this page