ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ନିକଟରେ ଆଜି ରବିବାର ତା 18 ରିଖ ଦିନ 11 ଟା ରୁ ଦିନ 3 ଟା ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି 400 ଜଣ, ପଥ ଚାରୀ, ଭିନ୍ନକ୍ଷମ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ପଖାଳ ଖାଇ ତୃପ୍ତି ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବିଧାୟକ ଜଗନ୍ନାଥ ପ୍ରଧାନ, ପୂର୍ବତନ କର୍ପୋରେଟର ବାୟାଁ ଭାଇ, କର୍ପୋରେଟର… Continue reading ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି ଭୁବନେଶ୍ୱରସ୍ଥିତ ପଟିଆ ସାଇମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏହି ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନ୍ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ଏହା ଏକ ଆଦିବାସୀ କାହାଣୀ ଉପରେ ଆଧାରିତ ହୋଇଥିବା ଏହାର ପୋଷ୍ଟରରୁ ଜଣାପଡିଯାଉଛି । ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନର ପ୍ରଥମ ଅବଦାନ ହୋଇଥିବାବେଳେ ଏଥିରେ ନିଦେ୍ର୍ଦଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ, ଏହାସହ ସଂଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ସୋମେଶ ଶତପଥୀ ଏବଂ ଷ୍ଟୋରୀ… Continue reading ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ଓଡ଼ିଶାର ୨୨ ପ୍ରେକ୍ଷାଳୟରେ ୫୦ରୁ ଅଧିକ ସୋ’ ଭୁବନେଶ୍ୱର: ବହୁ ବାଦବିବାଦ ପରେ ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ୭ତାରିଖ ଶୁକ୍ରବାର ଅପରାହ୍ନରେ ଏହାର ପ୍ରିମିୟର ସୋ ରାଜଧାନୀ ଭୁବନେଶ୍ୱରର ଶ୍ରୀୟା ସ୍ୱାତୀ ସ୍ତୁତି ସିନେକମ୍ପେ୍ଲକ୍ସରେ ପୂର୍ଣ୍ଣପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି।… Continue reading ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ… Continue reading ସଂଘର୍ଷର କାହାଣୀ ପରବ୍‌

ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଥମୁନି ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଭୁବନେଶ୍ୱର: ପୁଣି ଆଜି ଓଲିଉଡରେ କଳି। ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତେବେ ପୋଲିସ ଆଇଆଇସିଙ୍କ ସାମ୍ନାରେ ଉଭୟେ ମୁହାଁମୁହିଁ ହୋଇଥିବାବେଳେ ସ୍ଥିତିକୁ ଶାନ୍ତ କରିଛନ୍ତି ଆଇଆଇସି। ତେବେ ଏପରି ମୁହାଁମୁହିଁ ନିଜର ବ୍ୟକ୍ତିଗତ କାରଣରୁ ହୋଇଥିବାବେଳେ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ଟାଇଟେଲ୍‌କୁ ନେଇ ଆରମ୍ଭ ହୋଇଥିବା ଜଣାପଡିଛି।… Continue reading ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

new odia short film han mun released

Bhubaneswar: ମୋକିମ ଫାଉଣ୍ଡେସନ ଏବଂ ମେଟ୍ରୋ ଗ୍ରୁପ ସହଯୋଗୀତାରେ ଅରୋମୀରା ଦ୍ୱାରା ପ୍ରସ୍ତୁତ ତଥା ଦେବ ମେହେର ନିର୍ଦ୍ଦେଶିତ ହଁ, ମୁଁ… ନାମକ ଏକ ଭିନ୍ନ ସ୍ୱାଦର ଓଡ଼ିଆ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିଛି l ଅନେକ ଲୋକପ୍ରିୟ ଗୀତର ଗାୟିକା ସୁସ୍ମିତା ଦାସଙ୍କ କଣ୍ଠରେ ଗୀତଟି ଭାରି ମନଛୁଆଁ ହୋଇଛି l ସୁନ୍ଦର ଗୀତ ସାଙ୍ଗକୁ ଭିଡିଓଗ୍ରାଫି କାହାଣୀର ପରିକଳ୍ପନା ମଧ୍ୟ ନିଆରା l ଦେବ ମେହେର ଜଣେ ଉଚ୍ଚକୋଟୀର ଯୁବ ନିର୍ଦ୍ଦେଶକ l… Continue reading ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

You cannot copy content of this page