ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ଓଡ଼ିଶାର ୨୨ ପ୍ରେକ୍ଷାଳୟରେ ୫୦ରୁ ଅଧିକ ସୋ’ ଭୁବନେଶ୍ୱର: ବହୁ ବାଦବିବାଦ ପରେ ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ୭ତାରିଖ ଶୁକ୍ରବାର ଅପରାହ୍ନରେ ଏହାର ପ୍ରିମିୟର ସୋ ରାଜଧାନୀ ଭୁବନେଶ୍ୱରର ଶ୍ରୀୟା ସ୍ୱାତୀ ସ୍ତୁତି ସିନେକମ୍ପେ୍ଲକ୍ସରେ ପୂର୍ଣ୍ଣପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି।… Continue reading ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

You cannot copy content of this page