ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ… Continue reading ସଂଘର୍ଷର କାହାଣୀ ପରବ୍‌

ମ୍ୟୁଜିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ହେଲା ରିଲିଜ୍

dil deichhe tate prema khabar

ଭୁବନେଶ୍ୱର: ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ମ୍ୟୁଜିକ୍ ପକ୍ଷରୁ ରୋମାଂଟିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ରିଲିଜ୍ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ, ରାଘବ ସ୍ୱାଇଁ, ପ୍ରଯୋଜିକା ସଂଘମିତ୍ରା ବେହେରା, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତା ଅମର ଓ ଅଭିନେତ୍ରୀ ନିକିଦା ଉପସ୍ଥିତ ରହି ମ୍ୟୁଜିକ୍ ଭିଡିଓ ସିଡି ଉନ୍ମୋଚନ କରିଥିଲେ। ଭିଡିଓରେ ମେଗା ଧାରାବାହିକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୋଡି ଅମର… Continue reading ମ୍ୟୁଜିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ହେଲା ରିଲିଜ୍

You cannot copy content of this page