ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ “ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ସସ୍ମିତା ଗୌଡ଼। ଓଡ଼ିଆ ମ୍ୟୁସିକ୍ ଭିଡିଓ ଇଣ୍ଡଷ୍ଟ୍ରିରେ ଶିବରାମ ଓ ଦୀପ୍ତି ଆଗରୁ ବହୁ ଆଲବମ୍ ଓ ମ୍ୟୁସିକ୍ ଭିଡିଓ ରେ ଅଭିନୟ କରିସାରିଛନ୍ତି ଓ ଏକ ନୂତନ ଧରଣର ମ୍ୟୁସିକ୍… Continue reading ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ସଙ୍ଗୀତ ମାଧ୍ୟମରେ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କଥା ଦେଇଥିଲେ ନିଶ୍ଚୟ ଗାଇବା ପାଇଁ ଓ ଏ ଗୀତ ଆଉ କାହାକୁ ଦେବେନି ବୋଲି ମଧ୍ୟ କହିଥିଲେ । ତିନିଦିନ ପରେ ଗୀତ ଗାଇବାକୁ କଥା ଦେଇଥିବା କଣ୍ଠଶିଳ୍ପୀ ମେଡ଼ିକାଲରେ ଚିକିତ୍ସା ପାଇଁ ଚାଲି ଯାଇଥିଲେ । ତାପରେ ସେ ଏ ଦୁନିଆ ଛାଡି ଚାଲିଗଲେ । ଆଜି ସୁର ଭାଇବ୍ରେସନ ଷ୍ଟୁଡିଓ ଠାରେ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ସେଇ ସଙ୍ଗୀତକୁ ସମର୍ପିତ କରି “କୁଆଡେ ଗଲୁ କୁଆଡେ ଗଲୁ” ଅଡିଓ… Continue reading ସଙ୍ଗୀତ ମାଧ୍ୟମରେ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

‘ସ୍ମୃତି ଦିବସ ଗୁଡ଼ିକୁ ସଙ୍କଳ୍ପ ଓ ଉତ୍କର୍ଷତାର ଦିବସ ଭାବରେ ପାଳନ କରାଯିବା ଉଚିତ’

ଭୁବନେଶ୍ୱର, 4.09.25: ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ବର୍ଗତ ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ “ଲିଟିଲ କର ସ୍ମୃତି ନ୍ୟାସ ଓ “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ “ଆନୁକୂଲ୍ୟରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ… Continue reading ‘ସ୍ମୃତି ଦିବସ ଗୁଡ଼ିକୁ ସଙ୍କଳ୍ପ ଓ ଉତ୍କର୍ଷତାର ଦିବସ ଭାବରେ ପାଳନ କରାଯିବା ଉଚିତ’

You cannot copy content of this page