ଆସୁଛି ମହାଶିବରାତ୍ରୀ:ଦୀପ ପ୍ରସ୍ତୁତିରେ ନିମଗ୍ନ କୁମ୍ଭାର

Mahashivaratri is coming: Potters busy preparing lamps

କଳାହାଣ୍ଡି, ୧୮|୨: ଆସନ୍ତା ୨୬ ମହାଶିବରାତ୍ରୀ (ଜାଗର) । ଏହି ଉପଲକ୍ଷେ ଧର୍ମଗଡ ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଚରଣରେ ଦୀପ ପ୍ରଜ୍ଜଳନ କରିବା ସହ ରାତି ଉଜାଗର ରହି ଶିବରାତ୍ରୀ ପାଳନ କରିବେ। ଆସନ୍ତ ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି ଧର୍ମଗଡ ବ୍ଲକ ଅଧୀନସ୍ଥ କୁମ୍ଭାର ସାହିର କୁମ୍ଭକାର ସଂପ୍ରଦାୟର ପୁରୁଷ ଓ ମହିଳାମାନେ… Continue reading ଆସୁଛି ମହାଶିବରାତ୍ରୀ:ଦୀପ ପ୍ରସ୍ତୁତିରେ ନିମଗ୍ନ କୁମ୍ଭାର

ନାଚୁଣୀ ମହାବିଦ୍ୟାଳୟ ବିଜ୍ଞାନ ସଂସଦ ବାର୍ଷିକ ଉତ୍ସବ ପାଳିତ

Nachuni College Science Parliament celebrates its annual festival.

ଚିଲିକା,୨୮।୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟର ୪୪ତମ ବାର୍ଷିକ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସରେ ଅନୁଷ୍ଠିତ “ବିଜ୍ଞାନ ସଂସଦର ବାର୍ଷିକ ଉତ୍ସବ”ରେ ଯୋଗଦେଇଥିବା ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଧୂପପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ।କଲେଜର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପିକା ଲୀନା ନଦିଜାଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ… Continue reading ନାଚୁଣୀ ମହାବିଦ୍ୟାଳୟ ବିଜ୍ଞାନ ସଂସଦ ବାର୍ଷିକ ଉତ୍ସବ ପାଳିତ

You cannot copy content of this page