ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

ଭବାନୀପାଟଣା, ୨୮/୦୨, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ) : ସୂର୍ଯ୍ୟମୁଖୀ ଚାଷ ଦେଇଛି ରୋଜଗାରର ପନ୍ଥା । ଦାଦନ ଯିବା ପରିବର୍ତ୍ତେ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ଗାଁ ଏବେ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଯାଉଛି ସେହି ଗାଁ ରାସ୍ତାରେ ଅଟକି ଯାଉଛି । ତାକୁ ଆକର୍ଷିତ କରୁଛି ସୂର୍ଯ୍ୟମୁଖୀ ଫୁଲ ଚାଷ ଭବାନୀପାଟଣା ସହରଠାରୁ… Continue reading ସୂର୍ଯ୍ୟମୁଖୀ ଦାଦନ ଜୀବନରୁ ମୁକ୍ତି

ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

Bahl Kadh has become a means of earning

କଳାହାଣ୍ଡି,୨୩|୨(ଉତ୍କଳ ବୁଲେଟିନ): କୋକସରା ବ୍ଲକର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ କଢ ପ୍ରବେଶ କରିଛି I ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି। ଏଣୁ ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କଣି ନେଉଛନ୍ତି । ଏହାଦ୍ବାରା ଶାଗ ବିକାଳି ମଧ୍ଯ ଭଲ ଦୁଇ ପଇସା ପାଉଛନ୍ତି । କିଛି ପରିବାର ପାଇଁ ବହଲ୍ କଢ ରୋଜଗାରର ମାଧ୍ଯମ ସାଜିଛି… Continue reading ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ

କଳାହାଣ୍ଡି, ୭/୧(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ମଙ୍ଗଳବାର ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ବାମ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଏବଂ ଧର୍ମଗଡ ବ୍ଲକର ସର୍ବମୋଟ ୫୩,୩୭୪ ହେକ୍ଟର ଚାଷଜମିକୁ ଜଳ ସେଚନ ଯୋଗାଇ ଦିଆଯିବା ନେଇ ପଦକ୍ଷେପ ନିଆଯାଇଛି। ବାମ ମୁଖ୍ୟ କେନାଲରୁ ୫କ୍ୟୁମେକ୍ସ ଏବଂ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୩କ୍ୟୁମେକ୍ସ ପାଣି ନିଷ୍କାସନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହା… Continue reading ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ

You cannot copy content of this page