ଧର୍ମଗଡ ୧୪/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ବଦଳିବ ଗାଁ ର ଚିତ୍ର । ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ। ସାମାଜିକ ଜୀବନ ସହ ଆର୍ଥିକ ସ୍ଥିତି ହେବ ଉନ୍ନତ । ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବାକାଂକ୍ଷୀ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା । ଏହି ପରୀପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ… Continue reading ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା
ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା
