କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

chain loot in bhubaneswar

ଭୁବନେଶ୍ୱର: କଳା ପଲସରରେ ରାଜଧାନୀର ଗଳିକନ୍ଧିରେ ବୁଲି ଲୋକମାନଙ୍କ ଠାରୁ ଚେନ୍ ଝାମ୍ପିନେଉଥିଲେ ଚେନ୍ ଲୁଟେରା। ତେବେ ଏହାକୁ କମିଶନରେଟ ପୋଲିସ୍‌ର କବଜାରେ ଧରା ହୋଇ ଗିରଫ ହୋଇଛନ୍ତି ଦୁଇ ଚେନ୍ ଲୁଟେରା। ଚେନ୍ ଲୁଟେରାମାନେ ବହୁ ଦିନ ଧରି ଏମିତି ଲୁଟ୍ କରୁଥିବବେଳେ ଆଜି କମିଶନରେଟ୍ ପୋଲିସ୍ ଦୁଇଜଣଙ୍କୁ ଧରି ଗିରଫ କରିଛି । ଲୁଟେରା ପ୍ରଫୁଲ ନାୟକ ଓ ଫିରୋଜ ଦୁଇ ଚେନ୍ ଲୁଟେରା ଗଳି ଗଳି ବୁଲି ଚେନ୍ ଝାମ୍ପି ଲୁଟ୍ କରୁଥିଲେ।… Continue reading କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

ଗ୍ୟାଙ୍ଗୱାରକୁ ନେଇ ଝାରପଡ଼ା ଜେଲରେ ରେଡ୍‌; ମିଳିଲା ଗଞ୍ଜେଇ, ଚିଲମ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି। ଜେଲ ଭିତରେ ଗ୍ୟାଙ୍ଗ ୱାରକୁ ନେଇ କରାଯାଇଥିଲା ଚଢ଼ାଉ । ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଥିବା ସୂଚନା ମିଳିଛି। ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମ୍ ଦ୍ୱାରା କରାଯାଇଛି ରେଡ୍ । ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଗତକାଲି ଝାରପଡ଼ା… Continue reading ଗ୍ୟାଙ୍ଗୱାରକୁ ନେଇ ଝାରପଡ଼ା ଜେଲରେ ରେଡ୍‌; ମିଳିଲା ଗଞ୍ଜେଇ, ଚିଲମ

You cannot copy content of this page