ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଦ୍ୱିତୀୟ ଥର ପାଇଁ ବିଦେଶ ଗ୍ରସ୍ତ

ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଞ୍ଚନୃତ୍ୟନିପୁଣା ର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଦୁବାଇଠାର ରେ ଆସନ୍ତା ୧୨ ତାରିଖ ରେ ସେମାନେ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାର କାର‌୍ୟ୍ୟକ୍ରମ ରହିଛି । ଚଳିତ ମାସ ୧୦ତାରିଖ ରୁ ୧୫ ତାରିଖ ଯାଏଁ ସେମାନେ ବିଦେଶ ଗ୍ରସ୍ତ ପାଇଁ ଯାଇଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟଙ୍କା… Continue reading ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଦ୍ୱିତୀୟ ଥର ପାଇଁ ବିଦେଶ ଗ୍ରସ୍ତ

You cannot copy content of this page