ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଆନୁକୁଲ୍ୟରେ ଦଶମତମ ଦେବ ପ୍ରସାଦ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ମହାନ ଓଡ଼ିଶୀ ନୃତ୍ୟଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କର ୯୩ ତମ ପୂଣ୍ୟଜନ୍ମ ତିଥି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ପ୍ରଥମ ସନ୍ଧ୍ୟୋର ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌ର ଛାତ୍ରୀମାନଙ୍କ ଦ୍ୱାରା ମଙ୍ଗଳାଚରଣ ପରିବେଷଣ ହୋଇଥିଲା। ଯାହା ଗୁରୁଙ୍କ ପୁରାତନ ସଂରଚନାକୁ ପରିବେଷଣ କରିଥିଲେ। ତାହା ଚିତାଆକର୍ଷକ ହୋଇଥିଲା। ତା’ପରେ ପ୍ରଜ୍ଞା ପ୍ରତିଷ୍ଠିତା ମହାନ୍ତି, ରବି ଶଙ୍କର… Continue reading ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ

ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

ଭୁବନେଶ୍ୱର: ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ତ୍ରଭଞ୍ଜ କଳା ମଣ୍ଡପ ଠାରେ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ଦେବସ୍ମୃତି ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଛି । ସ୍ବର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ, ଲୋକନୃତ୍ୟରେ ସଂଯୋଗ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି ଉତ୍ସବରେ ସମ୍ମାନିତ ଅତିଥୁ ଭାବେ ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ… Continue reading ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟର ସମ୍ଭାର

You cannot copy content of this page