ଭାରତୀୟ ସେନାକୁ ସମର୍ଥନ ସହ କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର : ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାକୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ମିଳିତ ଗଣମାଧ୍ୟମ ମହାମଞ୍ଚ ଓ ସମାଜସେବୀ, ସାଧାରଣନାଗରିକ l ମହାମଞ୍ଚ ପକ୍ଷରୁ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ଓ ସାମ୍ବାଦିକ ରମେଶ କୁମାର ମହାପାତ୍ର, ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ, ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା, ପ୍ରମୁଖ ଏକାଠି ହୋଇ ସ୍ଥାନୀୟ ବୁଦ୍ଧ ମନ୍ଦିର ଗେଟ ସମ୍ମୁଖରେ ରେ ଭାରତୀୟ ସେନା… Continue reading ଭାରତୀୟ ସେନାକୁ ସମର୍ଥନ ସହ କୃତଜ୍ଞତା ଜ୍ଞାପନ

You cannot copy content of this page