ପଦ୍ମ ପୁରସ୍କାରପ୍ରାପ୍ତଙ୍କୁ ମାସିକ ମିଳିବ ୨୫ ହଜାର ଟଙ୍କା

ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ମିଳିବ ସହାୟତା ସମ୍ମାନ ରାଶି। ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସହାୟତା ରାଶି ଚଳିତ ବର୍ଷ ଏପ୍ରିଲ ଅର୍ଥାତ୍ ଆସନ୍ତା ମାସରୁ ମିଳିବ। ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ… Continue reading ପଦ୍ମ ପୁରସ୍କାରପ୍ରାପ୍ତଙ୍କୁ ମାସିକ ମିଳିବ ୨୫ ହଜାର ଟଙ୍କା

You cannot copy content of this page