ଚିଲିକା: ଖୋର୍ଦ୍ଧ।ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ମଙ୍ଗରାଜପୁର ଠାରେ ୯ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ସକାଳ ସମୟରେ ପାରାୟଣ, ହୋମ, ସଂକୀର୍ତ୍ତନ ଓ ଭଜନ ସମାରୋହ ହେଉଥିବା ବେଳେ ସଂଧ୍ୟା ସମୟରେ ଆଳତୀ, ଗୀତ ଗୋବିନ୍ଦପାଠ, ବେଦପାଠ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ହୁଏ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ତ୍ରିଦଣ୍ଡୀ ସ୍ୱାମୀ ଭକ୍ତ ଗୌରବ ସଚ୍ଚିତାନନ୍ଦ ଦାଶ… Continue reading ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଯାପିତ
ବଉଳାବନ୍ଧରେ ଭାଗବତ ସପ୍ତାଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଯାପିତ
