ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ଭାଗବତ ସେଠୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ ସେଠୀ, ଲୁଲୁ ସେଠୀ, ନୂତନ ଙ୍କ ସହ ନୂତନ ଭାବେ ଏହି ସାମାଜିକ ଅନୁଷ୍ଠାନରେ ସାମିଲ ହୋଇଥିବା ୩ଜଣ ଝିଅ ମଧ୍ୟ ଏହି… Continue reading ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆୟୋଜିତ

ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନନ୍ତପୁର ଗ୍ରାମର ଲାଲ୍ ବାହାଦୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆମ୍ବ, କଦଳୀ, ପିଜୁଳି, ପଣସ, ସପେଟା ଓ ଜାମୁ… Continue reading ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆୟୋଜିତ

ପିକକ ପକ୍ଷରୁ ବୃକ୍ଷ ରୋପଣ

ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ ପ୍ଲବିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ପରିସର ଓ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କରିଥିଲେ।କାର‌୍ୟ୍ୟକ୍ରମରେ ସାଇ ପ୍ଲବିକ୍ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ସାସମଲ୍, ଜିଲ୍ଲାପରିଷଦ ସଦସ୍ୟ ମହେଶ୍ୱର ଦାଶ, ୱାଡ… Continue reading ପିକକ ପକ୍ଷରୁ ବୃକ୍ଷ ରୋପଣ

ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହା ଓଡ଼ିଶ ଗ୍ରାମର ସମସ୍ତ ଗ୍ରାମଦେବୀଙ୍କ ପୀଠ ସଫେଇ କରିବା ସହ ଏହାର ଚତୁଃପାଶ୍ୱର୍ର ସଫେଇ କରାଯାଇଥିବା ଦେଖିବାକୁ ମିଳିଛି । ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ପୀଠର… Continue reading ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ: ମହେଶ୍ୱର ସାହୁ

ବାଲିଅନ୍ତା: ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ବ୍ୟାପକ ବୃକ୍ଷ ଚାରାରୋପଣ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଲକ୍ଷ୍ୟ ରଖିଛି । ଏନେଇ ଅଗଷ୍ଟ ୧୫ ସୁଦ୍ଧା ଓଡ଼ିଶାର ସବୁ ଗ୍ରାମରେ ୧୦ ଲକ୍ଷ ବୃକ୍ଷ ଚାରାରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ପବିତ୍ର ନେତ୍ର ଉତ୍ସବ ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଅନ୍ତର୍ଭୁକ୍ତ ଧଉଳି… Continue reading ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ: ମହେଶ୍ୱର ସାହୁ

ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

Bahl Kadh has become a means of earning

କଳାହାଣ୍ଡି,୨୩|୨(ଉତ୍କଳ ବୁଲେଟିନ): କୋକସରା ବ୍ଲକର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ କଢ ପ୍ରବେଶ କରିଛି I ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି। ଏଣୁ ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କଣି ନେଉଛନ୍ତି । ଏହାଦ୍ବାରା ଶାଗ ବିକାଳି ମଧ୍ଯ ଭଲ ଦୁଇ ପଇସା ପାଉଛନ୍ତି । କିଛି ପରିବାର ପାଇଁ ବହଲ୍ କଢ ରୋଜଗାରର ମାଧ୍ଯମ ସାଜିଛି… Continue reading ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

You cannot copy content of this page