ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ବିୟୋଗ

ଭୁବନେଶ୍ୱର: ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌ରେ ବିୟୋଗ ଘଟିଛି। ଗତ କିଛି ମାସ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚୌଧୁରୀ ନିଶାମଣି ନନ୍ଦଙ୍କ ତୃତୀୟ କନ୍ୟା । ଅନ୍ତରଙ୍ଗ ମାନସିକତା କୃଷ୍ଣପ୍ରିୟାଙ୍କ ନିବନ୍ଧ ସଂକଳନ । ଯାହାକି ଖୁବ୍ ପାଠକୀୟ ଆଦୃତି ପାଇଥିଲା। ୭୦, ୮୦ ଦଶକର ସେ ଜଣେ ରୀତିମତ ଲେଖିକା ସୁଚରିତା ପ୍ରଭୃତି ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ… Continue reading ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ବିୟୋଗ

-: ଚେହେରା :-

–ରତିକାନ୍ତ ଜେନା ପ୍ରତି ମୁହୂର୍ତ୍ତରେ ଚେହେରା ବଦଳେପ୍ରକୃତି ବଦଳେ ନାହିଁ.ପ୍ରତି ମୁହୂର୍ତ୍ତରେ ଭରସା ବଦଳେପ୍ରେମ କଲେ ଧୋକା ଖାଇ……….. ଯେମିତି ଆସୁଛି ଦିନ ପରେ ଦିନରାତି ପରେ କେତେ ରାତି.ଜହ୍ନର କିରଣ ଝରକା ଫାଙ୍କରେଆଣିଦିଏ କିଛି ସ୍ମୃତି………….. ମିଞ୍ଜି ମିଞ୍ଜି ତାରା ଯୋଉଠି ସେଇଠିନଦୀ ନାଳ ନଭ ସ୍ଥିର.ମିଛେ ମିଛେ କେତେ ଆପଣା ଲାଗନ୍ତିବାସ୍ତବରେ ସବୁ ପର………….. ପ୍ରତି ମୁହୂର୍ତ୍ତରେ ହୃଦୟ ବଦଳେଅତୀତ ବଦଳେ ନାହିଁ.ଟୁକୁଡା ସ୍ମୃତି କୁ ଭଙ୍ଗା ହୃଦୟରେରଖିଛି ଜହର ପିଇ………………. କିଛି କିଛି… Continue reading -: ଚେହେରା :-

ସାରସ୍ୱତ ସମାଜ ପକ୍ଷରୁ କବିତା ପାଠ ଓ ଆଲୋଚନାଚକ୍ର 

ଭୁବନେଶ୍ୱର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବୟିତ୍ରୀ ପୁଷ୍ପଲତା ମିଶ୍ରଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ସୁନାମଧନ୍ଯ କବି ବିପିନ୍ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ଯରେ ଦୁଃଖ ଆସେ ଦୁଃଖ ଯାଏ,ତାର ପଦଶବ୍ଦ କବିକୁ ହଜାଏ, ମଜାଏ, ଭିଜାଏ ଆଉ ଅନ୍ତରର ଶ୍ରଦ୍ଧା ଓ ଅସରନ୍ତି ଭାବନାକୁ ରୂପଦେଇ… Continue reading ସାରସ୍ୱତ ସମାଜ ପକ୍ଷରୁ କବିତା ପାଠ ଓ ଆଲୋଚନାଚକ୍ର 

You cannot copy content of this page