–ରତିକାନ୍ତ ଜେନା ପ୍ରତି ମୁହୂର୍ତ୍ତରେ ଚେହେରା ବଦଳେପ୍ରକୃତି ବଦଳେ ନାହିଁ.ପ୍ରତି ମୁହୂର୍ତ୍ତରେ ଭରସା ବଦଳେପ୍ରେମ କଲେ ଧୋକା ଖାଇ……….. ଯେମିତି ଆସୁଛି ଦିନ ପରେ ଦିନରାତି ପରେ କେତେ ରାତି.ଜହ୍ନର କିରଣ ଝରକା ଫାଙ୍କରେଆଣିଦିଏ କିଛି ସ୍ମୃତି………….. ମିଞ୍ଜି ମିଞ୍ଜି ତାରା ଯୋଉଠି ସେଇଠିନଦୀ ନାଳ ନଭ ସ୍ଥିର.ମିଛେ ମିଛେ କେତେ ଆପଣା ଲାଗନ୍ତିବାସ୍ତବରେ ସବୁ ପର………….. ପ୍ରତି ମୁହୂର୍ତ୍ତରେ ହୃଦୟ ବଦଳେଅତୀତ ବଦଳେ ନାହିଁ.ଟୁକୁଡା ସ୍ମୃତି କୁ ଭଙ୍ଗା ହୃଦୟରେରଖିଛି ଜହର ପିଇ………………. କିଛି କିଛି… Continue reading -: ଚେହେରା :-
-: ଚେହେରା :-
