ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ବାଲିଅନ୍ତା: ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତଅତ୍ଯନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅନନ୍ୟ ପର୍ବ ଏକ ରଙ୍ଗୀନ ଏବଂ ହୃଦୟ ସ୍ପର୍ଶୀ ସମାବେଶ ମାଧ୍ୟମରେ ଜୀବନ୍ତ ପରିବେଷଣ ହୋଇଥିଲା ଯାହା ଆମର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଥିଲା | ଏହି କାର୍ଯ୍ଯକ୍ରମରେ ଝୋଟି, ପିଠା ତିଆରି, ସଜବାଜ, ପିଲାମାନଙ୍କ ପ୍ରତିଯୋଗିତା ଏବଂ ଏକ ଜୀବନ୍ତ ଦମ୍ପତି ଖେଳ ଭଳି ବିଭିନ୍ନ ମଜାଳିଆ ପ୍ରତିଯୋଗିତାରେ ସଦସ୍ୟ… Continue reading ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ଓଡିଶାର ଗଣପର୍ବ ତଥା ଆମ ସଂସ୍କୃତି, ପରମ୍ପରା ବହନ କରୁଥିବା ଉକ୍ତ ନିଆରା ପର୍ବ ରଜ ର ମହତ୍ୱ ତଥା ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ରାଷ୍ଟ୍ରଭକ୍ତି ସହ ସମର୍ପିତ ଭାବେ… Continue reading ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ

ଧଉଳି: ଭୁବନେଶ୍ଵର ଅନ୍ତର୍ଗତ ଧଉଳି ବୈରଙ୍ଗେଶ୍ଵର ମନ୍ଦିର ଓ ଦୟା ସେତୁ ନିକଟ ରେ ଧଉଳି ବିକାଶ ମଞ୍ଚ ତରଫରୁ ସଭାପତି ରବିନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମ ‘ରଜ ସମାରୋହ-୨୦୨୫’ ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହ ଉତ୍ସବ ଆସନ୍ତା ତା୧୪/୦୬/୨୦୨୫ ରୁ ତା ୧୬/୦୬/୨୦୨୫ ପର୍ୟ୍ୟନ୍ତ ଭୁବନେଶ୍ଵରସ୍ତୁ ଧଉଳି ବୈରଙ୍ଗେଶ୍ବର ମନ୍ଦିର ଓ ଦୟା ସେତୁ ନିକଟ ରେ ଅନୁଷ୍ଠିତ ହେବ ।… Continue reading ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ

You cannot copy content of this page