ରାମ ନବମୀରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର

ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶ୍ରୀରାମ ନବମୀ ଖୁବ୍ ଧୂମଧାମରେ ପାଳନ ସହ ରାମ ମନ୍ଦିର ତଥା ବିଗ୍ରହ ପ୍ରତିଷ୍ଠା ଉସôବକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା କରାଯିବା ସହ ଶ୍ରୀ ବିଗ୍ରହଙ୍କ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ପ୍ରତିଷ୍ଠା ଉସôବରେ ଗ୍ରାମର ସମସ୍ତ ଲୋକେ ଏକାଠି ହେବା ସହ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ୪ ଦିନ ଧରି… Continue reading ରାମ ନବମୀରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର

You cannot copy content of this page