କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ… Continue reading କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟିତ

New Delhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିଛନ୍ତି । ଏହି ମନ୍ଦିରକୁ ଅଯୋଧ୍ୟା ରାମ ମନ୍ଦିର ପରି ନାଗର ଶୈଳୀରେ ନିର୍ମାଣ କରାଯାଇଛି । ପ୍ରାୟ ୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିର ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ୟୁଏଇ ଦାନ ରୂପେ ଦେଇଛି । ମନ୍ଦିରରେ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ବୁଧବାର ସାକଳୁ ଆରମ୍ଭ ହୋଇଥିଲା ।… Continue reading ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟିତ

You cannot copy content of this page