ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ

Dhan Mandi launched today at Pratap Rudrapur Panchayat Seva Samaj Samiti

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଖୋର୍ଦ୍ଧା ସମବାୟ ଉପ ନିବନ୍ଧକ ଅଳକା ନନ୍ଦ ଜେନା, ସହକାରୀ ସମବାୟ ନିବନ୍ଧକ ଅନିମା ବେହେରା, ଉପ ସହକାରୀ ନିବନ୍ଧକ ଅମିୟ ଖୁଣ୍ଟିଆ, ଏମ .ଆଇ ଶ୍ରଦ୍ଧାଞ୍ଜଳି ସେଠୀ, ସରପଞ୍ଚ ଶ୍ରଦ୍ଧେୟା ପାତ୍ର, ସମିତିସଭ୍ୟା ଉମାରାଣି ମହାନ୍ତି, ପ୍ରଦୀପ୍ତ ଜେନାମଣି, ସମବାୟ ସଭାପତି ସୁଧୀର… Continue reading ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ

ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

New Delhi: ବଜାର ଦରଠାର ୁ କମ୍ ଦାମ୍‌ରେ ଦେଶବାସୀଙ୍କୁ ଅଟା ଏବଂ ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଦରଦାମ୍ ବୃଦ୍ଧି ଏବଂ ଧାନ ଓ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅନ୍ତର୍ଗତ ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଭାରତ ଅଟା କିଲୋଗ୍ରାମ୍ ପିଛା ୩୦… Continue reading ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

You cannot copy content of this page