କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ… Continue reading କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

ଭୁବନେଶ୍ବର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ। ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଲେ। ମୋଟା ଚେନ କାରଣରୁ ଚେନ୍ ନେଇପାରିନଥିଲେ ଲୁଟେରା । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ଲୁଟ୍ ନ କରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ… Continue reading ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

You cannot copy content of this page