ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍‌ଟୁ

YouTuber Rupa Pintu gets stuck buying a new expensive car.

ପ୍ରଥମରୁ ୟୁଟ୍ୟୁବରେ ଚର୍ଚ୍ଚାରେ ରହିଆସିଥିବା ଏହି ଯୋଡି ଆଜି ଫଶିଯାଇଛନ୍ତି ତାଙ୍କର ନୂଆଗାଡ଼ିକୁ ନେଇ। ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ। ରୁପା ପିଂଟୁ ୟୁଟ୍ୟୁବରେ ଭିଡିଓ କରି ବହୁତ ଲୋକପ୍ରିୟତା ହାସଲ କରିପାରିଥିବାବେଳେ ତାଙ୍କର ବହୁ ଫ୍ୟାନ୍‌ସ ଫଲୋୟରସ ବଢ଼ିଯାଇଛନ୍ତି। ସେ ୟୁଟ୍ୟୁବର ଭାବେ ସାରା ଓଡ଼ିଶାରେ ଏବେ ପରିଚିତ ହୋଇଥିବାବେଳେ ତାଙ୍କ ପ୍ରତ୍ୟେକ ଭିଡିଓକୁ ଯୁବପୀଢ଼ୀମାନେ ବହୁ ପସନ୍ଦ କରିଆସିଛନ୍ତି। ଏବେ କିନ୍ତୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ… Continue reading ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍‌ଟୁ

You cannot copy content of this page