ଭୁବନେଶ୍ୱର: ଓଡ଼ିଆ ଝିଅ ସମ୍ବେଦନା ମହାପାତ୍ର ବ୍ୟାଗରେ ଛବି ଆଙ୍କି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ନୂଆଦିଲ୍ଲୀ ଠାରେ କଳାକାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ବିଷୟବସ୍ତୁ କୁ ନେଇ ୨୫୧ ଟି ବ୍ୟାଗ୍ ଅଙ୍କନ କରି ବିଶ୍ୱରେକର୍ଡ କରିଛନ୍ତି। ଏହି ଛବି ପରିବେଶ ଉପଯୋଗୀ ଓ ପ୍ଲାଷ୍ଟିକ୍ ବ୍ୟବହାର ଅପକାରିତାର ବାର୍ତ୍ତା ସମଗ୍ର ବିଶ୍ୱକୁ ଦେବ ବୋଲି ସମ୍ବେଦନା ମହାପାତ୍ର ପ୍ରକାଶ କରିଛନ୍ତି। ଅଂଚଳ ପାଇଁ ଗୌରବ ଆଣିଥିବା ସମ୍ବେଦନା ହେଉଛନ୍ତି ଓଡ଼ିଶା… Continue reading ଓଡ଼ିଆ ଝିଅ ସମ୍ବେଦନାଙ୍କ ବିଶ୍ୱ ରେକର୍ଡ
ଓଡ଼ିଆ ଝିଅ ସମ୍ବେଦନାଙ୍କ ବିଶ୍ୱ ରେକର୍ଡ
