ଭୁବନେଶ୍ବର: ପୁଣିଥରେ ସାମ୍ନାକୁ ଆସିଛି ସାରଥି ବାବାଙ୍କୁ ନେଇ ନୂଆ ବିବାଦ। ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ ଭୁବନେଶ୍ବରରେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଭୁବନେଶ୍ବର ଓ ଜୟପୁରରେ ସାରଥିଙ୍କ ଅନୁଗାମୀ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ଭୁବନେଶ୍ବର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ କରାଯାଇଥିବା ବେଳେ ଏଥିରେ ସାରଥିଙ୍କ ଅନୁଗାମୀ ଯୋଗ ଦେଇ ସାରଥିଙ୍କର ନାମ ଜପୁଥିବା ମଧ୍ୟ ଦେଖାଯାଇଥିଲା।କୋରାପୁଟର ଜୟପୁର ନିକଟ ଫାମ୍ପୁଣିରେ ମଧ୍ୟ ଭଜନ, କୀର୍ତ୍ତନ କରିଛନ୍ତି ଅନୁଗାମୀ ।… Continue reading ସାରଥି ବାବାଙ୍କୁ ନେଇ ପୁଣି ନୂଆ ବିବାଦ
ସାରଥି ବାବାଙ୍କୁ ନେଇ ପୁଣି ନୂଆ ବିବାଦ
