ବେତନଟୀ,୧୦/୧: ଶୁକ୍ରବାର ସିବିଏସଇ ବେତନଟୀ ଆଗ୍ରିଆ ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ଗ୍ରାଣ୍ଡ ପେରେଣ୍ଟସ ଡେ ଓ ପୁରସ୍କାର ବିତରଣୀ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ଓ ସଂମାନନୀୟ ଅତିଥି ଭାବେ ସ୍କୁଲ ସଭାପତି ମଦର ଟେସିନା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଅତିଥି ତାଙ୍କ… Continue reading ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ
ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ
