ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲଙ୍କ ମୁନସିଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା): ଦିନକୁ ଦିନ ନର୍ଲା ଅଞ୍ଚଳରେ ବିଜେଡି ରାଜନୀତି ର ଆଗଧାଡିର ନେତା ଏବଂ ଜିଲ୍ଲା ଖଣି ବିଭଗଙ୍କ ଛତ୍ରଛାୟା ତଳେ କୁଖ୍ୟାତ ବାଲି ମାଫିଆ ନିଲେଶ ଅଗ୍ରୱାଲଙ୍କ ଦ୍ଵାରା ନର୍ଲା ବ୍ଲକରେ ଥିବା ବିଭିନ୍ନ ନଦୀ ଶଯ୍ୟାରୁ ରାତି ଦିନ ବେଧଡକ ଭାବେ ଶହ ଶହ ବାଲି ଚୋରା ଚାଲାଣ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଭଳି ବିଗତ ଦିନ ମାନଙ୍କରେ ଦେଖିବକୁ ମିଳିଥିଲା ନର୍ଲା ବ୍ଳକ୍ ଧଅ ର।ମାଲ ଗ୍ରାମ… Continue reading ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲଙ୍କ ମୁନସିଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

You cannot copy content of this page