୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ । ଭୁବନେଶ୍ୱର: ଆଗକୁ ଆସୁଛି ବାଗ୍ଦେବୀ ମା’ ସରସ୍ୱତୀଙ୍କ ପୂଜା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରା ଦେଶରେ ଲୋକେ ପାଳନ କରିବାକୁ ଯାଉଛନ୍ତି ମା’ଙ୍କ ପୂଜାର୍ଚ୍ଚନା। ମା’ଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଫେବୃଆରୀ ମାସ ଶ୍ରୀପଂଚମୀରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଦ୍ୱନ୍ଦରେ ରହିଛନ୍ତି ଲୋକେ। ତେବେ କ୍ୟାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ତଥ୍ୟ ସହ ଭିନ୍ନ ଭିନ୍ନ ସମୟ। ତେବେ ଲୋକେ କେଉଁ ସମୟକୁ… Continue reading କେଉଁ ଦିନ ପାଳିବେ ସରସ୍ୱତୀ ପୂଜା
କେଉଁ ଦିନ ପାଳିବେ ସରସ୍ୱତୀ ପୂଜା
