ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ… Continue reading ସଂଘର୍ଷର କାହାଣୀ ପରବ୍‌

ରାଜସୁନାଖଳା ମହୋତ୍ସବରେ ସରପଞ୍ଚ ସମ୍ମାନିତ 

kanuri mahosttab at rajsunakhala

ଖୋର୍ଦ୍ଧା: ରାଜସୁନାଖଳା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ରାଜସୁନାଖଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଗ୍ରାମ ପଂଚାୟତର ସରପଞ୍ଚ ତଥା ମହିମା ସେବା ଫାଉଣ୍ଡେସନର ଉପଦେଷ୍ଟା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ମୁଖ୍ୟ ଅତିଥି ଓଡିଶା ବିଧାନସଭା ବାଚସ୍ପତି ମାନନୀୟା ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ସମାଜସେବା ତଥା ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ… Continue reading ରାଜସୁନାଖଳା ମହୋତ୍ସବରେ ସରପଞ୍ଚ ସମ୍ମାନିତ 

You cannot copy content of this page