ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ

ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସାଧୁ,ସନ୍ଥ, କଥା ବ୍ୟାସ ଓ ଗୀତା ପ୍ରେମୀ ମାନେ ଯୋଗଦାନ କରିଥିଲେ। ଓଡ଼ିଶା ବାହାରୁ ବମ୍ବେ,ଚେନ୍ନାଇ,ହାଇଦ୍ରାବାଦ,ରୁ ମଧ୍ୟ ଭକ୍ତ ମାନଙ୍କର ସମାଗମ ଉତ୍ସବଟିକୁ ଆନନ୍ଦ ପ୍ରଦାନ କରିଥିଲା।ପଞ୍ଚରତ୍ନ ଟ୍ରଷ୍ଟ ର ଏହି ସ୍ମରଣୀୟ… Continue reading ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ

You cannot copy content of this page